Sohala Prahari Nama Jagyan ଏକ ପବିତ୍ର ଧାର୍ମିକ ଅନୁଷ୍ଠାନ ଯାହା 16 ପ୍ରହର ଧରି Hari Nama Sankirtan ଓ Jagyan କରାଯାଏ । ଏହି ପବିତ୍ର ଅବସର ପାଇଁ ଏହା ଏକ Fully Editable PSD File (4×6 inch size) ଯାହାକୁ ଆପଣ ସହଜରେ Edit କରି Print କରିପାରିବେ ।
🎯 Why Choose This PSD File?
ଏହି Design specially Odia Sohala Prahari Nama Jagyan ପାଇଁ create କରାଯାଇଛି । ଆପଣ ନିଜର Name, Date, Time, Venue ସହଜରେ Edit କରି Professional Print କରିପାରିବେ ।




