Shokapatra Odia Card Format (6×4 Inch) ଏକ simple ଓ traditional black & white design ଯାହାକି ଶ୍ରାଦ୍ଧ କାର୍ଯ୍ୟ, ଅନ୍ତ୍ୟେଷ୍ଟି କାର୍ଯ୍ୟ ଓ ସ୍ମୃତି ସଭା ପାଇଁ ଉପଯୋଗୀ ।
ଏହି file Download, Edit & Print Ready Format ରେ ମିଳିବ । ଆପଣ ସହଜରେ ନାମ, ତାରିଖ, ସମୟ ଓ ସ୍ଥାନ change କରିପାରିବେ ।




